ବିଦାୟ ନେଲେ ମା. ଧରା ପୃଷ୍ଠ ରୁ ମା ଜଗତଜନନୀ ନେଲେ ବିଦାୟ..ଭକ୍ତ ଙ୍କ ଆଖିରୁ ଝରୁଥିଲା ଲୁହ.. ସ୍ଥାନେ ସ୍ଥାନେ ପୂଜାର୍ଚନା..

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଟିଟିଲାଗଡ଼ ସହର ରୁ ମା ଜଗତଜନନୀ ନେଇଛନ୍ତି ବିଦାୟ.ସହର ର ସ୍ୱାଧୀନ ପଡା, ମାଉସୀ ମା ମନ୍ଦିର, ଅର୍ନପୂର୍ଣ୍ଣା, ରେଲୱେ କଲୋନୀ, ପାୱାର ହାଉସ, ଟିଟିଡୁଙ୍ଗୁରି, ସିରଭଟା ପଡା, ପଦ୍ମନାଭ ପୁର, ହାଟପଦା ପଡା ର ପୂଜା ମଣ୍ଡପ ରୁ ମା ନେଇଛନ୍ତି ବିଦାୟ l ସ୍ୱାଧୀନପଡା ରପଞ୍ଚ ବାଦ୍ୟ, ଘୁମୁରା, କୀର୍ତନ, ସହ ଢୋଲ ନିଶାନ ତାଷା ର ତାଳରେ ମା ବିଦାୟ ନେଇଥିବା ବେଳେ ଶତାଧିକ ମହିଳା, ପୁରୁଷ ସାମିଲ ଥିଲେ l ପାରମ୍ପରିକ ବାଡ଼ି ଖେଳ, ମୁଦଗର ଖେଳ ଥିଲା ଆକର୍ଷଣୀୟ l

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail