ଟିଟିଲାଗଡ଼ :- ସଡ଼କ ଦୁର୍ଘଟଣା ରେ ଯୁବକ ମୃତ. ବ୍ଲକ ପଡା ସ୍ଥିତ କୁମୁଡା ପାହାଡ଼ ନିକଟସ୍ଥ ଏମ ଆଇ ଅଫିସ ସମ୍ମୁଖରେ ଘଟିଲା ଦୁର୍ଘଟଣା. ଲୁହା ଖୁଣ୍ଟ କୁ ପିଟିଲା ବାଇକ. ଦ୍ରୁତ ଗତି ରେ ଯାଉଥିବା ବେଳେ ବୁଲାଣି ରେ ଘଟିଲା ଦୁର୍ଘଟଣା. ଯୁବକର ନାମ ଧୀରଜ ବୋଲି ସୂଚନା. ପ୍ରକୁତ ପରିଚୟ ମିଳି ନାହିଁ. ଟିଟିଲାଗଡ଼ ପୋଲିସ ତ ତଦନ୍ତ ଆରମ୍ଭ

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ..

ଟିଟିଲାଗଡ଼… ଟିଟିଲାଗଡ଼ ସହର କୁମୁଡା ପାହାଡ଼ ନିକଟରେ ଥିବା ବୁଲାଣି ରେ ଆଜି ସଂଧ୍ୟା ରେ ଜଣେ ଯୁବକ ଏକ ଲୁହା ଖୁଣ୍ଟ ରେ ପିଟିହୋଇ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଯୁବକ କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ପିପଲପଦର କୁ ଆଣୁଥିବା ବେଳେ ବାଟରେ ମୃତ୍ୟ ଘଟିଥିବା ସୂଚନା ମିଳିଛି l ତେବେ ମିଳିଥିବା ସୂଚନା ଅନୁଯାୟୀ ଏକ ବାଇକ ରେ ଯୁବକ ଜଣକ ତୀବ୍ର ଗତିରେ ଆସୁଥିବା ବେଳେ ବ୍ଲକ ପଡା ନିକଟସ୍ଥ କୁମୁଡା ପାହାଡ଼ ନିକଟସ୍ଥ ଏମ ଆଇ ଅଫିସ ସମ୍ମୁଖରେ ଥିବା ବୁଲାଣି ରେ ଭାରସାମ୍ୟ ହରାଇ ଯୁବକ ଜଣକ ରାସ୍ତା କଡ଼ରେ ଥିବା ଲୁହା ଖୁଣ୍ଟ ରେ ପିଟିହୋଇ ଗୁରୁତର ଅବସ୍ଥାରେ ପଡିଥିଲା l ସ୍ଥାନୀୟ ଲୋକେ ସଂଗେ ସଂଗେ ଗୁରୁତର ଯୁବକ କୁ ଉଦ୍ଧାର କରି ଡାକ୍ତରଖାନା କୁ ଆଣୁଥିବା ସମୟରେ ଯୁବକର ମୃତ୍ୟ ଘଟିଛି l ଘଟଣା କୁ ନେଇ ଟିଟିଲାଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ମୃତକ ଜଣକ ର ବାପା ନ ଥିବା ବେଳେ ମା ରହିଥିବା ସୂଚନା ମିଳିଛି.

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail